Udvidet returret til d. 31. januar 2025

Bhanumati - Anadi Charana Sahu - Bog

Bag om Bhanumati

ଅନାଦି ଚରଣ ସାହୁଙ୍କର ଜନ୍ମ ଯାଜପୁରର ବାହାଦୁରନଗର ଗ୍ରାମରେ । ପିଲାଟି ଦିନରୁ ସାହିତ୍ୟ ପ୍ରତି ଶ୍ରଦ୍ଧା ଏବଂ ଆସକ୍ତି ହେତୁ ଅତି କମ୍ ବୟସରେ କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ବେଳେ ଲେଖିଥିଲେ ଅନେକ କାବ୍ୟ, କବିତା ଯଥା ପଲ୍ଲୀ ସାଙ୍କେତିକା, ଭକ୍ତି ଅଞ୍ଜଳି, ଗୋବରୀ, ଶୋକ ଝର୍ଝର, ଗୌରବ, କବିତାକଢ଼ି ଏବଂ ଭାନୁମତୀ ଇତ୍ୟାଦି । କୁରୁ ବଂଶର ସମ୍ରାଟ ଦୁର୍ଯ୍ୟୋଧନଙ୍କ ପତ୍ନୀ, ଭୁମନୁ ପୁତ୍ରୀ ଭାନୁମତୀ ଏକ ଅନନ୍ୟ ପୁଣ୍ୟବତୀ ଚରିତ୍ର । ତାଙ୍କରି ଉପରେ କିମ୍ବଦନ୍ତୀ ଆଧାରିତ ଏହି କାବ୍ୟ "ଭାନୁମତୀ" । ସରଳ ସାବଲୀଳ ଭାବ ଭାଷାରେ ଲିଖିତ ଏହି ଛୋଟ କାବ୍ୟଟି ପାଠକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା ।

Vis mere
  • Sprog:
  • Oriya
  • ISBN:
  • 9781990494147
  • Indbinding:
  • Paperback
  • Sideantal:
  • 54
  • Udgivet:
  • 30. juni 2022
  • Størrelse:
  • 140x4x216 mm.
  • Vægt:
  • 68 g.
  • 8-11 hverdage.
  • 6. december 2024
På lager

Normalpris

  • BLACK NOVEMBER

Medlemspris

Prøv i 30 dage for 45 kr.
Herefter fra 79 kr./md. Ingen binding.

Beskrivelse af Bhanumati

ଅନାଦି ଚରଣ ସାହୁଙ୍କର ଜନ୍ମ ଯାଜପୁରର ବାହାଦୁରନଗର ଗ୍ରାମରେ । ପିଲାଟି ଦିନରୁ ସାହିତ୍ୟ ପ୍ରତି ଶ୍ରଦ୍ଧା ଏବଂ ଆସକ୍ତି ହେତୁ ଅତି କମ୍ ବୟସରେ କେନ୍ଦ୍ରାପଡ଼ା ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ବେଳେ ଲେଖିଥିଲେ ଅନେକ କାବ୍ୟ, କବିତା ଯଥା ପଲ୍ଲୀ ସାଙ୍କେତିକା, ଭକ୍ତି ଅଞ୍ଜଳି, ଗୋବରୀ, ଶୋକ ଝର୍ଝର, ଗୌରବ, କବିତାକଢ଼ି ଏବଂ ଭାନୁମତୀ ଇତ୍ୟାଦି । କୁରୁ ବଂଶର ସମ୍ରାଟ ଦୁର୍ଯ୍ୟୋଧନଙ୍କ ପତ୍ନୀ, ଭୁମନୁ ପୁତ୍ରୀ ଭାନୁମତୀ ଏକ ଅନନ୍ୟ ପୁଣ୍ୟବତୀ ଚରିତ୍ର । ତାଙ୍କରି ଉପରେ କିମ୍ବଦନ୍ତୀ ଆଧାରିତ ଏହି କାବ୍ୟ "ଭାନୁମତୀ" । ସରଳ ସାବଲୀଳ ଭାବ ଭାଷାରେ ଲିଖିତ ଏହି ଛୋଟ କାବ୍ୟଟି ପାଠକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା ।

Brugerbedømmelser af Bhanumati



Gør som tusindvis af andre bogelskere

Tilmeld dig nyhedsbrevet og få gode tilbud og inspiration til din næste læsning.