Gør som tusindvis af andre bogelskere
Tilmeld dig nyhedsbrevet og få gode tilbud og inspiration til din næste læsning.
Ved tilmelding accepterer du vores persondatapolitik.Du kan altid afmelde dig igen.
About The Book: ସୁଚିସ୍ମିତା ଶତପଥୀଙ୍କ ଲିଖିତ ୨୩ଟି ନିର୍ବାଚିତ ରୋମାଞ୍ଚକର ଗଳ୍ପକୁ ନେଇ 'କଳିକା' ଶୀର୍ଷକ ଏହି ଗଳ୍ପ ସଂକଳନର ପରିକଳ୍ପନା । ଏହା ତାଙ୍କ ଗଳ୍ପ ମାନସର ପ୍ରଥମ ପରିପ୍ରକାଶ । ସୁଖରେ ବିହ୍ୱଳିତ ନହେବା, ଦୁଃଖରେ ବିଚଳିତ ନହେବା ହିଁ ସଫଳ ଜୀବନ ଯାତ୍ରାର ଲକ୍ଷଣ, ଯାହାକି ସୁଚିସ୍ମିତା ଶତପଥୀଙ୍କ କ୍ଷେତ୍ରରେ ସ୍ପଷ୍ଟ ପ୍ରତୀୟମାନ । ଦୁଃଖକୁ ନିଜର କରି ସୁଖକୁ ସ୍ୱାଗତ କଲେ ସୁଖ ଦୁଃଖରେ ସମୋଚିତ୍ତ ରହି ଜୀବନ ବିତାଇଲେ ହିଁ ମଣିଷ ଯେ ମଣିଷ ପରି ବଞ୍ଚିପାରିବ, ଏହା ଅନ୍ୟଥା ନୁହେଁ। ଗାଳ୍ପିକାଙ୍କ ଜୀବନବାଦୀ ଦୃଷ୍ଟିକୋଣ ହିଁ ତାଙ୍କ ଗଳ୍ପର ମୁଖ୍ୟ ବଳୟ ଓ ଗଳ୍ପ ସଂକଳନର ଅନ୍ତଃସ୍ରୋତ ଏହା ନିର୍ଦ୍ଵନ୍ଦ୍ୱରେ କୁହାଯାଇପାରେ । ଆମର ଆଶା ଓ ବିଶ୍ୱାସ ଏହି ଗଳ୍ପ ସଂକଳନଟି ସୁଧୀ ବିଜ୍ଞ ପାଠକ ବର୍ଗଙ୍କ ସ୍ୱୀକୃତି ଓ ଆଦୃତି ଲାଭ କରିବ।
Tilmeld dig nyhedsbrevet og få gode tilbud og inspiration til din næste læsning.
Ved tilmelding accepterer du vores persondatapolitik.