Vi bøger
Levering: 1 - 2 hverdage

Bøger udgivet af Black Eagle Books

Filter
Filter
Sorter efterSorter Populære
  • af Manoranjan Sahoo
    147,95 kr.

    କବିସତ୍ତା ଓ ପାଠକୀୟ ସତ୍ତା ମଧ୍ୟରେ ରହି ଆସିଥିବା ବିତର୍କିତ ବ୍ୟବଧାନକୁ ସଂକୁଚିତ କରିଦିଏ ସଂକଳନର ପ୍ରତିଟି କବିତା । କବିତା କହିଯାଏ ନିଜ କଥା । ସୂକ୍ଷ୍ମଭାବ ତଥା ସଂକ୍ଷିପ୍ତ ପରିସର ମଧ୍ୟରେ କଥାବସ୍ତୁର ବ୍ୟାପ୍ତି, ସଘନ ଚିତ୍ରକଳ୍ପ, ଶବ୍ଦର ସୁଦକ୍ଷ ବ୍ୟବହାର ଓ ମାଟିପାଣିର ବାସ୍ନା କବିତାଗୁଡିକକୁ ରସୋତ୍ତୀର୍ଣ୍ଣ କରିଛି । ଜୀବନ ଆଉ ସମାଜ ସହିତ କବିଙ୍କର ଅନ୍ତରଂଗ ସଂପର୍କ ଓ ମୂଲ୍ୟବୋଧର ଅବକ୍ଷୟ ପ୍ରତି ତୀର୍ଯ୍ୟକ ଦୃଷ୍ଟିପାତରେ ସମସ୍ତ କବିତା ସମୃଦ୍ଧ । ପ୍ରତ୍ୟେକଟି ଶ୍ରୀଯୁକ୍ତ ସାହୁଙ୍କ ସୂକ୍ଷ୍ମାନୁଭୂତିର ଗୋଟିଏ ଗୋଟିଏ ସାର୍ଥକ ଅଭିବ୍ୟକ୍ତି । ଆଶା,ଏହା ସାମଗ୍ରିକ ଭାବେ ପାଠକୀୟ ଆଦର ଲାଭ କରିବ ।ସଂପାଦକକେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ କେନ୍ଦ୍ରାପଡ଼ା, ଓଡ଼ିଶା

  • - Odia translation of The Prophet
     
    146,95 kr.

    ପ୍ରାଚ୍ୟର ଓ ମଧ୍ୟପ୍ରାଚ୍ୟର ଦର୍ଶନର ଅପୂର୍ବ ସମନ୍ୱୟରେ ଏହି ଗ୍ରନ୍ଥଟି ସମୃଦ୍ଧ । ଏହା ଏକ ଅଭିରୁଚି ସମ୍ପନ୍ନ ଗ୍ରନ୍ଥର ମାନ୍ୟତାପ୍ରାପ୍ତ । ଶ୍ରୀମଦ୍ ଭଗବଦ୍ ଗୀତା ଓ ଉପନିଷଦୀୟ ଚିନ୍ତାଧାରାର ଅପୂର୍ବ ସମନ୍ୱୟରେ ଏହା ପରିପୁଷ୍ଟ । ଜିବ୍ରାନଙ୍କର "ଦ୍ରଷ୍ଟା" ସହିତ ରବୀନ୍ଦ୍ରନାଥ ଟାଗୋରଙ୍କର "ଗୀତାଂଜଳି"ର ତୁଳନା କରିଛନ୍ତି ନୋବେଲ ବିଜୟୀ ଫରାସୀ ସାହିତ୍ୟିକ ଆଁନ୍ଦ୍ରେଜିଦ୍ । ସିଏ କହିଛନ୍ତି 'ଗୀତାଂଜଳି'ର ପ୍ରାଚ୍ୟ ଏତେ ମଧୁର ସ୍ୱରରେ ଆଉ କେବେ କଥା କହିନି । ଗୀତାଂଜଳି (୧୯୧୩) ଓ ଦ୍ରଷ୍ଟା (୧୯୨୩), ଏହି ଦୁଇଟି କାବ୍ୟଗ୍ରନ୍ଥ ପ୍ରକାଶିତ ହୋଇଛି ଏକ ଯୁଗର ବ୍ୟବଧାନରେ । ଏହି ସମୟର ମଝିରେ ଜଗତ୍]ବିଖ୍ୟାତ ଦୁଇଜଣଯାକ କବିଙ୍କର ଦେଖା ହୋଇଛି ଏକାଧିକବାର । ସେମାନଙ୍କର ସାକ୍ଷାତକାର ସମ୍ପର୍କରେ ଜିବ୍ରାନ କହନ୍ତି, "ରବୀନ୍ଦ୍ରନାଥ ଟାଗୋରଙ୍କ ସହିତ ମୋର ଦେଖା ହୋଇଛି । ସିଏ ମୋତେ ତାଙ୍କର କେତୋଟି କବିତା ପଢ଼ିକରି ଶୁଣାଇଛନ୍ତି ।"୍] ଜିବ୍ରାନଙ୍କର ଜୀବନୀକାରଙ୍କ ଲେଖାରୁ ଜଣାଯାଏ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନ ନେଇ ସେମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ଓ ମତ ବିନିମୟ ହୋଇଛି । ଜିବ୍ରାନଙ୍କର ଏହି ପ୍ରସିଦ୍ଧ ପୁସ୍ତକଟିର ବିଷୟବସ୍ତୁ ଯାହା ପ୍ରଶ୍ନ-ଉତ୍ତର ଛଳରେ ୨୬ଟି ଗଦ୍ୟ-କବିତା (କାବ୍ୟିକ-ପ୍ରବନ୍ଧ) ମଧ୍ୟ ଦେଇ ଗଢ଼ି ଉଠିଛି । ତାହା ପ୍ରକାଶ ପାଇବା ଏବେ ଶହେ ବର୍ଷ ପୂର୍ଣ୍ଣ ହେଲା । ରେକର୍ଡ଼ ଅନୁସାରେ ୧୯୨୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମ ପ୍ରକାଶନ ପରେ ୨୦୧୨ ମସିହା ପର୍ଯ୍ୟନ୍ତ (୮୯ ବର୍ଷରେ) ଇଂରେଜୀ ବହିର ୯୦ ଲକ୍ଷ କପି ବିକ୍ରୀ ହୋଇଛି । ଏହି ବହିଟିର ଅନୁବାଦ ୧୦୮ ଭାଷାରେ କରାଯାଇଛି । ୯୫ ବର୍ଷର ଇତିହାସରେ ୨୦୧୮ ମସିହା ପର୍ଯ୍ୟନ୍ତ ଇଂରେଜୀ ବହିର ୧୮୮ଟି ମୁଦ୍ରଣ ହୋଇ ସାରିଛି ।

  • af Hrusikesh Panda
    165,95 kr.

    This powerful work, of about a hundred and twenty pages, is a compact lyrical narrative, with a tight structure that blends worlds of fairytales with social reality of the Earth. The language of the novel is sheer poetry, and like poetry is sensitive to multiple interpretations and impressions. The idiom in its lyricism and quaint colloquiality is extremely difficult, challenging easy translation. Only, I have tried to get closer to the original. Harina... is the second book by the novelist. It connects thematically to both its predecessor Shun Sange Samayika Sandhi (a temporary truce with zero) and successor Sunaputra Loke (The People of Sunaput). While the first book discusses absurdity of existence and meaninglessness of life through the life's story of an unemployed youth, handled with humour, Sunaput... takes up repeated government sponsored displacements of a forest and hill community of southern Odisha on a larger scale and the subsequent uprising of a violent movement. The author has often expressed that he was unsure about his career as a writer, and his readership. Sunaput... brought him the prestigious Bhubaneswar Book Fair Award (1992), dispelling irreversibly any such cynicism. ---Lipipuspa Nayak

  • af Rupa Goswami
    147,95 kr.

    'ହଂସଦୂତ' ସଂସ୍କୃତ ସାହିତ୍ୟର ଗୋଟିଏ ପ୍ରତିଷ୍ଠିତ ଦୂତକାବ୍ୟ । ମହାକବି କାଳିଦାସଙ୍କର 'ମେଘଦୂତ'ର ଅନୁସରଣରେ ଦୂତକାବ୍ୟ ସୃଷ୍ଟି ହେବାର ପରମ୍ପରା ଆରମ୍ଭ ହୋଇଥିଲା । ବୈଷ୍ଣବ ଯୁଗର ସମସ୍ତ କାବ୍ୟ ଗଢ଼ିଉଠିଛି ରାଧାକୃଷ୍ଣଙ୍କ ପ୍ରେମର ଅଫୁରନ୍ତ ଲୀଳା ରହସ୍ୟକୁ ଅବଲମ୍ବନ କରି; ତାହା ବୋଲି ବୈଷ୍ଣବ ପ୍ରେମକାବ୍ୟ ଖାଲି ବୈକୁଣ୍ଠର ସଂପଦ ନୁହେଁ । ପାର୍ôଥବ ଜୀବନର ଦୈନନ୍ଦିନ ଗତିପଥରେ ନରନାରୀଙ୍କର ହୃଦୟରେ ଯେଉଁ ଚିରନ୍ତନ ପ୍ରେମର ଘାତପ୍ରତିଘାତ ଚାଲିଛି, ତା'ର ଅନ୍ତରରେ ନିଗୂଢ଼ ସତ୍ୟ ରୂପାୟିତ ହୋଇଛି ଦେବତାଙ୍କ ଉଦ୍ଦେଶ୍ୟରେ ଗୁନ୍ଥା ସେହି ପ୍ରେମର ପୁଷ୍ପ-ମାଳାରେ । ଦେବତାଙ୍କ ଉଦ୍ଦେଶ୍ୟରେ ରଚିତ ପ୍ରେମ-କାବ୍ୟର ସେହି ଖଣିରେ ଲୁଚି ରହିଛି ମଣିଷ ପ୍ରାଣର କଥା । ରୂପ ଗୋସ୍ୱାମୀଙ୍କର 'ହଂସଦୂତ' ସେହି ପ୍ରେମକାବ୍ୟର ଗୋଟିଏ ଶ୍ରେଷ୍ଠ ନିଦର୍ଶନ । ଉଲ୍ଲିଖିତ ଦୂତକାବ୍ୟଗୁଡ଼ିକ ମଧ୍ୟରେ 'ହଂସଦୂତ' ବେଶ୍ ସୁନାମ ଅର୍ଜନ କରିଛି । 'ହଂସଦୂତ'ର ରଚନାକାର ରୂପଗୋସ୍ୱାମୀ ଚୈତନ୍ୟ ମହାପ୍ରଭୁଙ୍କର ପରମ ଅନୁଯାୟୀ ସନାତନ ଗୋସ୍ୱାମୀଙ୍କର ଅନୁଜ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରୂପ ଗୋସ୍ୱାମୀ ।

  • af Shantipriya Mishra
    149,95 kr.

    ଆମ ସମୟର ଏକ ସୃଜନ ପ୍ରବାହ ଶାନ୍ତିପ୍ରିୟା ମିଶ୍ର । ଭାବ ଭାବନାରେ ଅହରହ ବୁଡ଼ିରହି ସେ ଖୋଜୁ ଥାଆନ୍ତି ଶବ୍ଦ । ଶବ୍ଦମାନେ ଭାବମୟ ହୁଅନ୍ତି, ଉଦ୍]ବେଳନ ସୃଷ୍ଟି କରନ୍ତି ଓ ଲେଖିକାଙ୍କୁ ଉଦ୍]ଭ୍ରାନ୍ତ କରନ୍ତି । ନାରୀ କେବଳ କ୍ଷମାର ସାଗର ନୁହେଁ; ସେ ମହାଦ୍ରୁମ ଗଛଟିଏ । ଆପଣାରମାନଙ୍କୁ ବଞ୍ôଚବାର ଆଶା ଦେଇ ନିରନ୍ତର ସଂଘର୍ଷ କରି କରି ସ୍ୱର୍ଗକୁ ଚାଲିଯାଏ । ଗୃହସ୍ଥ ଆଶ୍ରମକୁ ତପୋବନ ମନେ କରି ସେ ଲେଖି ଚାଲିଛନ୍ତି କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟ ରଚନା ଏବଂ ଜୀବନ ଅପରାହ୍ନର ସୃଷ୍ଟି 'କ୍ଷମୟା ଧରିତ୍ରୀ' ବହୁ ଅନୁଭୂତିର ସମାବେଶଟିଏ । ଆଶା ଓ ବିଶ୍ୱାସ ପୁସ୍ତକଟି ପାଠକୀୟ ଆଦୃତି ଲାଭ କରିବ । ତାଙ୍କର ପ୍ରକାଶିତ ଅନ୍ୟତମ ପୁସ୍ତକ ହେଲା- 'ଭକ୍ତି ପିୟୁଷ' ପ୍ରଥମ ଓ ଦ୍ୱିତୀୟ ଖଣ୍ଡ ।

  • af Mayadhar Sahoo
    156,95 kr.

    ବାଇ ପୃଷ୍ଟି ହେଉ ଅବା ମାଳିଅପା, ହରିମାମୁ, ନନ୍ଦିଆ, ଶିରିଆ, ମଧୁଆ, ଭୋଳା, ଦେବୁ ଅବା ଗୋବିନ୍ଦ ଭାରିଯା; ଏଇମାନେ ତ ସବୁ ଆପଣଙ୍କର ଚିହ୍ନା ମଣିଷ, ଆଖପାଖର ଆପଣାର ଲୋକ ଯାହାର ସୁଖଦୁଃଖ, ହସକାନ୍ଦ ଆଉ ଜୀବନ ସଂଗ୍ରାମର ଦୃଷ୍ଟ ଅଦୃଷ୍ଟ ଧାରା ଆପଣଙ୍କ ଜୀବନକୁ ପରିପୁଷ୍ଟ କରିଛି ପାଠକେ!! "ମାଟି'ର ପରିବର୍ଦ୍ଧିତ ସଙ୍କଳନ କେବଳ ମାଟିର କଥା, ସେଇମାନଙ୍କ କଥା, ଆଉ ଆପଣଙ୍କର କେତୋଟି ନିଜକଥା, ଯାହାକୁ ନିଜ ଛାତିର ଦୁଆତରେ କଲମ ବୁଡ଼େଇ ଲେଖିବାର ପ୍ରୟାସ ମାତ୍ର କରିଛନ୍ତି ଲେଖକ ।

  • af Bibhudatta Nayak
    146,95 kr.

    This book, The Lone Man Near the Window, is like an identity to the experiences of a keen family person in his/her lonesome moments. It is not only about the poet's life, lessons, thoughts rather an extension of you, me and all sensitive persons who in real face, feel and resemble such phases narrated in each individual poetry.This piece of art can't be absorbed by an one go reading. Though it is adorned with very simple words yet has deep impacting topics orchestrated with word senses and harmony.The concept and the purpose of the book can't be gulped down in a single reading. To understand the seamless process, one has to live each and every philosophy coated in words. The original book by revered Poet Dr. Bibhudatta Nayak is literally an experience manual which describes the tit bits of life tools. It enlists the ingredients and principles of life which make our lives sweet, sour, annoying, energetic, challenging, emotional, decisive, philosophical at times. Most of the experiences of daily chores in this mundane world have given a euphonious shape of distinct poetry in this book.

  • af Soubhagya Kumar Misra
    148,95 kr.

    ସୌଭାଗ୍ୟ କୁମାର ମିଶ୍ର (୧୯୪୧) ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରୟୋଗବାଦୀ କବି । ତାଙ୍କ କବିତାରେ ଆଧୁନିକ ସମସ୍ୟାବହୁଳ ସାମାଜିକ ଜୀବନର ଅସହାୟତା, ଆଶଙ୍କା, ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର ଉତ୍]କୀର୍ଣ୍ଣ । ରୋମାଣ୍ଟିକ୍]ଧର୍ମୀ, ଭାବପ୍ରବଣତା, ବିଚ୍ଛିନ୍ନତାବୋଧ, ମୃତ୍ୟୁ ସମ୍ପର୍କୀୟ ଦାର୍ଶନିକ ଅବବୋଧ ଓ ଈଶ୍ୱରଚେତନା ତାଙ୍କ କବିତାର ମୁଖ୍ୟସ୍ୱର । ଭାଷା ପ୍ରୟୋଗରେ ପରିମିତତା ଏବଂ ବସ୍ତୁ ଉପସ୍ଥାପନାରେ ନାଟକୀୟତା ତାଙ୍କ କବିତାରେ ପ୍ରାଧାନ୍ୟ ଲାଭ କରିଛି । କବିତାରେ ମିଥ୍], ପ୍ରତୀକ ଓ ଚିତ୍ରକଳ୍ପ ବ୍ୟବହାରରେ ଓ ଅନ୍ୟାନ୍ୟ ଆଙ୍ଗିକଗତ ପରୀକ୍ଷା-ନିରୀକ୍ଷାରେ ସେ ବହୁ ସଫଳତାର ଅଧିକାରୀ । ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ 'ଆତ୍ମନେପଦୀ', 'ମଧ୍ୟପଦଲୋପୀ', 'ନଈ ପହଁରା', 'ଅନ୍ଧ ମହୁମାଛି', 'ବଜ୍ରଯାନ', 'ଦ୍ୱା ସୁପର୍ଣ୍ଣା', 'ମଣିକର୍ଣ୍ଣିକା', 'ଅନ୍ୟତ୍ର', 'ସଚରାଚର', 'ଉଜ୍ଜୟିନୀ' ଆଦି ଉଲ୍ଲେଖଯୋଗ୍ୟ । ସେ 'ଅନ୍ଧ ମହୁମାଛି' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, 'ଦ୍ୱା ସୁପର୍ଣ୍ଣା' ପାଇଁ ସାହିତ୍ୟ ଅକାଦେମୀ ଓ ଗଙ୍ଗାଧର ଜାତୀୟ ପୁରସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି ।

  • af Narayan Sahoo
    147,95 kr.

    The play Bewildered God, comprising fourteen scenes, unleashes a different taste to the readers and audience of Odia literature. In this play, the playwright Dr Narayan Sahoo has been unique and different from his earlier predecessors and contemporary playwrights of Odisha in the sense that he has tactfully and sarcastically dealt with the voice of dissent against communalism, violence and bloodshed, of human beings' religion and livelihood.Jagannath, Ram, Ishwar, Jesus, and Allah are different names of only one omniscient, omniscient, and omnipresent soul. Though the learned pundits and experts of all religions undisputedly have accepted this view, today in Ayodhya, the Ram Mandir-Babri Masjid issue is now pan-Indic, not confined to Hindu and Muslim communities only. As the different feet of an Octopus spread in different directions, the deadly poison of communalism has infected the people and their lifestyle of entire India. Today, God is not the faith of devotees but rather a toy in man's hands, or if we speak, as stated by the playwright, Man is a master, and God is the magician to run the show as directed by the master.The horrible Gas Tragedy had happened in Bhopal in 1984, and by that, many people were disabled, and so was Mary. She lost her procreative power. Her unfortunate husband Joseph knew this, but he couldn't express this bitter truth to Mary. The playwright has very beautifully penned down the sheer reality of life. One day, human beings were considered as the children of God because of the existence and development of heavenly feelings in them. The cadre of attendants attached to the temple, such as priests, servitors, and administrators, were worshipped and respected in the society. But today, the Head Priest and Head Servitor in the play, engrossed in their carnal desire and longing for money, have used God as an instrument. Today, Ishwar Nivas (Dwelling Place of God) turns into a playground of pretension, deception, hypocrisy, and corruption, instead of being the storehouse of devotion and conviction, . The Head Servitor has not withdrawn himself from enjoying the bodily pleasure of devadasi (a female dancer attached to a temple) Leelamayee at the dead hour of night. However, the Christian Mary's youth and money are the objects of his temptation. For that reason, Mary couldn't protect herself. It was not for Mary only, but for God who was worshipped on Ratnabedi (the raised platform), and that His flute and uttariya (Shawl) the servitor has stolen is a trivial matter. At the same time, for his self-interest, this man has blamed God. Therefore, God becomes helpless for his release from social criticisms and blemishes. It is marked that his existence is practically possible only because of the Head Priest and Head Servitor. The title of the play is properly justified. Despite this, everyone is to be tested with the touchstone of Time. Time is also an imaginary character in the play. Forfeiting God's interest, the people erect here the boundaries of communalism among them and created the mountain of religion, and are continuously engaged in inhuman activities. These are closely marked by Time and will be watched in future. Time is only the silent observer of all these happenings in the world. There will be no community, religion, deception, and hypocrisy in future- but only the supremacy of Time- with this possibility, the playwright has ended the play. As 'God' and 'Time' are characters in the play and have expressed their views, the play generates a new excitement in the hearts of the readers and viewers.

  • af Narendra Kumar Bhoi
    146,95 kr.

    ନରେନ୍ଦ୍ର କୁମାର ଭୋଇଙ୍କ 'ଧୁନ୍ଦୁକୁଡ଼ା' ସମକାଳୀନ ଓଡ଼ିଆ କାବ୍ୟ ସାହିତ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ । ଭାଷା ଓ ପ୍ରକାଶଭଙ୍ଗୀର ପରିଚ୍ଛନ୍ନତା, ତୀକ୍ଷ୍ଣ ଚିତ୍ରକଳ୍ପ ସହିତ ଆଜିର ମଣିଷର ନିଃସଙ୍ଗତା ଓ ଅସହାୟତାର ପରିପ୍ରକାଶ ଏ ସଂକଳନକୁ କରିଛି ସାର୍ଥକ ଓ ସ୍ମରଣୀୟ । --- ଗଣେଶ୍ୱର ମିଶ୍ର ପ୍ରାକ୍ତନ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ

  • af Narayan Sahoo
    156,95 kr.

    The playwright Narayan Sahoo brilliantly knocks on society's door to glance over the agonies and suffering the dominated class is experiencing daily through his O Saba Sesha Loka. This has been translated from Odia into English as And the Wretched. Here, he focuses on how people experiencing poverty suffer unendingly and their voice is unheard diachronically. Moving across the axes of Time and Space, the picture remains almost the same, though the illustrations he has stated are of this Indian Peninsula. The powerless and the voiceless raise their voices against the powerful and dominant classes for approving their natural rights. The writer advocates the mantra (dictum), as prescribed in the dialogue of Great Man, can be simplified that nothing is possible through negotiation so far. The alternative to this is revolution, the means of ascertaining one's rights and individuality. He painstakingly cites Ekalavya's case from the Mahabharat, the historical case of the Sun Temple of Odisha and the contemporary society wherein we are all the subjects successfully. He has undoubtedly justified the title of his play. Let's look at the vignettes he has snapped in his creative oeuvre for the wider readership.

  • af Dinabandhu Sahoo
    224,95 kr.

    "Eka Prajapatira Mrutyu" is a lyrical long poem by poet Dr. Dinabandhu Sahoo, who is a doctor by profession and a poet and painter by passion. There are illustrations to support each poem. All the illustrations are done by the poet himself.

  • af Harikrishna Behera
    146,95 kr.

    ¿¿¿¿¿ ¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿ ¿¿¿¿ ¿¿¿ ¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿; ¿¿¿ ¿¿ ¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿ ¿ ¿¿ ¿¿¿¿¿¿¿ ¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿, ¿¿¿¿¿ ¿¿¿¿¿¿ ¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿ ¿¿ ¿¿¿¿¿¿¿, ¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿ ¿¿ ¿¿¿ ¿¿¿¿ ¿¿¿¿¿¿¿ ¿¿¿ ¿¿ ¿¿¿¿ ¿¿¿¿ ¿¿¿ ¿¿¿¿¿ ¿ ¿¿ ¿¿ ¿¿¿¿¿¿¿ ¿¿¿¿ ¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿ ¿¿¿¿¿¿¿¿ ¿¿¿ ¿ ¿¿¿¿¿¿¿¿¿¿¿ ¿¿¿¿¿¿ ¿ ¿¿¿¿¿ ¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿ ¿¿¿ ¿¿¿¿¿¿¿ ¿ ¿¿ ¿¿¿¿! ¿¿¿¿ ¿¿¿....? ¿¿¿¿ ¿¿¿¿¿ ¿¿ ¿¿¿¿¿¿¿ ¿¿ ¿¿¿¿¿¿ ¿¿¿¿¿¿¿¿¿¿¿ ¿ ¿¿¿ ¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿ ¿¿¿¿¿¿ ¿ ¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿ ¿ ¿¿ ¿¿¿...? ¿¿¿ ¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿ ¿¿¿¿ ¿¿¿¿¿¿¿ ¿¿¿¿ ¿ ¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿, ¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿ ¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿ ¿¿¿ ¿¿¿¿¿ ¿¿¿¿¿¿¿¿ ¿ ¿¿¿¿ ¿¿¿¿ ¿¿¿ ¿¿¿¿ ¿¿¿ ¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿ ¿ ¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿, ¿¿¿¿¿ ¿¿¿¿¿¿¿¿... ¿¿¿¿¿¿¿ ¿¿¿ ¿¿¿¿¿¿¿¿¿¿¿... ¿¿¿¿ ¿¿¿¿¿ ¿¿¿¿ ¿¿ ¿¿¿¿¿¿ ¿¿¿ ¿¿¿¿¿¿.... ¿¿¿¿ ¿¿¿¿¿¿¿¿¿ ¿ ¿¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿ ¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿ ¿¿¿¿¿...?

  • af Ramshankar Ray
    197,95 kr.

    Ramshankar Ray's Bibasini (1891), believed to be the second full length novel in Odia, the first being Umesh Chandra Sarkar's Padmamali (1888), is a novel with an intricately woven plot structure written in style that is at once descriptive, informative, and lyrical. Viewed mostly as a work of fiction delicately poised between a historical romance and a socio-political narrative, Bibasini relates to the period of Maratha hegemony over Odisha spanning from 1751 till the British occupation of the province in 1803. It holds out a panoramic view of Odisha reeling under the tyranny of the Maratha ruler Shambhuji Ganesh Rao during 1769 to 1771, and of the native resistance offered in terms of sporadic but organised assaults launched on the oppressors and collaborators by the Bhuyan dacoits acting at the instances and with the support of the king of Kujanga, Paradip. The plot that seemingly centres round a tragic love story is actually a complex one, knitting many strands of random episodes into an attractive and coherent tale of unmerited suffering, of crime and vengeance, of sin and retribution. The novel is thronged with characters from different socio-cultural backgrounds, portraying multiple contours of Odisha, the social, cultural, economic and religious ones being the most pronounced amongst them. The novel chronicles the agrarian crisis in Odisha during the Maratha rule and the debacle of the famine that threatened to bring the peasantry of Odisha down to a state of collapse. It narrates the hardship and the misery of the common man especially those who earned their living through farming, had to pass through under the repressive measures of a tyrannous governance and the selfishness and all-devouring avarice of the moneyed local landowners or zamindars. It is also a gripping tale of a band of burglars, motivated by a romanticised ideal of plundering the rich to sustain the poor, assuming the role of the vindicators of socio-economic equality. They declare themselves as the god's chosen moral agents for delivering violent justice to the wrongdoers. At the same time the novel camouflages a satire on the hollow morals of a socio-cultural system that compels a Hindu widow to practice religious austerity and denies her the right of living the life of a normal woman.The novel also details the spread of a new religious cult, Vaishnavism, in Odisha that advocated the worship of Lord Hari( Vishnu) and pleaded against a discriminatory caste system that deprived the people of the lesser caste and poor economic status of their legitimate rights. The preachings of the Vaishnava monks Hanuman Dasa and Giridhari Dasa, appears to reflect a semblance of the mystique.

  • af Pablo Neruda
    173,95 kr.

    This is the translation of Nobel Laureate Pablo Neruda's two books: 1. 100 Love Sonnets, 2. Twenty Love Poems and A Song of Despair. This is the first Odia translation of these world bestsellers.

  • af Atanu Sabyasachi
    177,95 kr.

    ¿¿¿¿¿¿-¿¿¿¿¿¿¿, ¿¿¿¿¿¿¿¿¿-¿¿¿¿¿¿¿ ¿¿¿¿¿¿¿ ¿ ¿¿¿¿ ¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿, ¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿ ¿ ¿¿¿¿¿¿¿¿¿¿¿¿ ¿¿¿¿¿ ¿¿¿-¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿ ¿¿¿ ¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿ ¿¿¿ ¿¿¿¿¿¿¿¿¿ ¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿ ¿¿? ¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿¿¿, ¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿ ¿¿¿¿¿, ¿¿¿¿¿, ¿¿¿ ¿¿ ¿¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿, ¿¿¿¿¿¿¿¿¿ ¿ ¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿ ¿¿¿¿¿ ¿ ¿¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿¿¿ ¿¿'¿ ¿¿¿¿¿¿¿ ¿¿¿¿¿¿ ¿¿¿¿ ¿'¿ ¿¿¿! ¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿' ¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿, ¿¿¿, ¿¿¿¿¿¿ ¿ ¿¿¿¿¿¿¿ ¿¿¿¿¿ ¿¿¿ ¿¿¿¿¿¿¿¿¿¿¿ ¿¿¿ ¿¿¿¿¿¿¿ ¿¿¿ ¿¿¿¿¿¿¿ ¿ ¿¿¿¿ ¿¿¿¿ ¿¿¿¿ ¿¿¿¿ ¿ ¿¿ ¿¿¿¿¿¿¿ ¿¿¿ ¿¿¿ ¿¿¿¿¿¿¿ ¿¿' ¿¿¿¿¿¿¿¿ ¿¿¿¿¿¿¿ ¿¿¿ ¿¿¿ ¿¿¿¿ ¿¿¿¿¿¿, ¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿, ¿¿¿¿ ¿¿¿¿¿¿, ¿¿' ¿¿¿¿ ¿¿¿¿¿ ¿¿¿¿¿, ¿¿¿¿ ¿¿¿¿ ¿¿¿¿¿¿¿, ¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿¿¿, ¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿¿¿ ¿ ¿¿¿ ¿¿¿ ¿¿¿ ¿¿¿¿¿¿ ¿¿¿¿¿¿ ¿¿¿ ¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿ ¿¿¿¿ ¿¿¿¿¿, ¿¿ ¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿, ¿¿ ¿¿¿¿¿¿ ¿¿ ¿¿¿¿¿ ¿¿¿¿ ¿¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿? ¿¿¿¿ ¿¿ ¿¿¿¿¿¿¿¿ ¿¿¿¿ ¿¿ ¿¿¿¿-¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿ ¿ '¿¿¿¿¿¿¿¿¿ ¿¿¿¿'¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿ ¿ ¿¿¿ ¿¿¿¿¿ ¿¿¿, ¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿ ¿¿¿¿¿¿¿ ¿¿¿¿¿ ¿¿¿ ¿¿¿¿¿¿¿¿¿¿ ¿ ¿¿¿¿¿¿¿¿ ¿¿, ¿¿¿¿ - ¿¿¿¿

  • af Gopala Ballabha Das
    177,95 kr.

    ଭୀମା ଭୂୟାଁ ଉପନ୍ୟାସ ଓଡ଼ିଆ ଉପନ୍ୟାସ ସାହିତ୍ୟର ଏକ କ୍ରାନ୍ତିକାରୀ ସୃଷ୍ଟି । ଭୂୟାଁ ସର୍ଦ୍ଦାରର ପୁଅ ଭୀମା ଓ ରାଜା ହରିଚନ୍ଦନଙ୍କ କନ୍ୟା ଜେମାର ପ୍ରଣୟ ଆକର୍ଷଣର ଚିତ୍ରକୁ ସଫଳତାର ସହ ଉପସ୍ଥାପିତ କରିଛନ୍ତି ଔପନ୍ୟାସିକ । ଏହାବ୍ୟତୀତ ଭୂୟାଁ ଜାତିର ଜୀବନଯାତ୍ରା, ବିବାହ ବିଧି, ପର୍ବପର୍ବାଣି, ଆତିଥେୟତା ଏବଂ ଦେବବିଶ୍ୱାସ ଚିତ୍ରରେ ଗତିମୁଖର ଏହି ଉପନ୍ୟାସ ।

  • af Rebati Muduli
    227,95 kr.

    ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿ ¿ ¿¿¿¿ ¿¿¿¿¿¿¿ '¿¿¿¿¿¿¿¿¿' ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿¿¿¿ ¿¿¿¿¿ ¿ ¿¿¿¿¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿ ¿¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿ ¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿ ¿¿¿ ¿ ¿¿¿¿ ¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ - ¿¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿ ¿ ¿¿¿ ¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿, ¿¿¿¿¿¿ ¿¿¿ ¿¿¿¿¿¿¿¿¿¿ ¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿, ¿¿¿¿¿¿¿¿¿ ¿¿¿¿¿¿¿¿, ¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿ ¿¿¿¿¿ ¿¿¿¿¿¿, ¿¿¿¿¿¿¿, ¿¿¿¿¿¿¿¿¿ ¿¿ ¿¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿ ¿¿¿¿¿¿¿¿ ¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿ ¿¿¿¿¿¿¿¿ ¿¿¿¿¿¿¿, ¿¿¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿¿ ¿¿¿ ¿¿¿¿¿¿¿¿ ¿ ¿¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿, ¿¿¿¿¿¿¿ ¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿¿ ¿

  • af Shankar Prasad Tripathy
    197,95 kr.

    One of the renowned playwrights of Odisha, Shankar Prasad Tripathy's Nabakalebara is a historical play. It's so vast that all other cultures can confluence in its perennial streams of human values. Its universality and all-embracing approach appeal to people worldwide forever. 'Why we celebrate Nabakalebar' is foregrounded and well-substantiated thematically in the play. The ideas mapped in this work of art can be critically analyzed as follows: (1) the human desire for territorial expansion as in the character of Akbar, the Great and Mukunda Deva, to some extent because of his alliance with Rudranarayan of Bhurishrestha of the 'Land of Banga' to fight against Suleiman Karrani, the King of 'Gouda Land' (2) The primal instinct of love obliterating social boundaries persists between Kalapahada, commander-in-Chief of the combined force of the King of Kalinga and Bhurishrestha and Gulnaz, the daughter of Suleiman Karrani, of 'Land of Gouda' (3) the traumatic experiences of the protagonist lacking spiritual bliss, after fulfilling his love-marriage with Gulnaz and his subsequent revengeful acts against the deities and the people of Odisha, (4) Reinstallation of Brahmas in the idols and their mounting on the bejewelled throne (Ratnasinghashana) at the Jagannatha Temple, Puri reaffirms and rejuvenates faith in the people again that Brahma (Supreme Soul) is One and only One, eternal and can't be destroyed by anybody and anything in the material world. That's why, Kalapahada, at last broke apart, while trying to burn in fire. Jagannatha is the root cause of everything happening in the world. His blessing helps the people move forward in day-to-day life.The Nabakalebara festival is deeply rooted in the psyches of the people who love the Jagannatha cult. It's similar to the demise and rebirth of life in all religions of the world. It happens every twelve years. Anything that comes out of this earth is subject to decay and change. The external bodily forms of the idols are buried under the soil in Koilibaikuntha, Puri, whereas the Brahma remains intact and installed again in the newly made wooden idols. There is one and only one Brahma in the world. That can't be drowned in water, burnt in fire; that can't be severed or split and will remain unaltered for ages. Once the idols are half-burnt and thrown into the sea, they can't be worshipped. The new idols (Darubrahmas) are installed and mounted on the (Ratnasinghasana) bejewelled throne at Jagannatha Temple, Puri. Selection of Darus as per the order of Goddess Mangala, and its felling after chanting the mantras, and performing Yajna, transferring the Darus loaded on bullock carts to Jagannatha Temple, Puri, and replacing older idols by the newer ones, and lastly the installing Brahmas in the newer Darus are the processes related to Nabakalebara ceremony.

  • af Amrita Pritam
    197,95 kr.

    ¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿, ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿ ¿¿ ¿¿¿¿¿¿¿ ¿¿¿ ¿ ¿¿¿¿¿¿ ¿¿¿ ¿¿¿¿, ¿¿¿¿¿, ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿ ¿ ¿¿¿¿¿¿ ¿¿¿ ¿¿¿¿¿ ¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿"¿¿¿¿¿ ¿¿¿¿" ¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿ ¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿

  • af Jagannath Prasad Das
    192,95 kr.

    Shesha Paryanta is a collection of eight short stories by eminent Odia poet, playwright, essayist and fiction writer Jagannath Prasad Das. Stories are Dhara, Bhrutya, Pujaspadeshu, Bharasamya, Swati Asiba, Shesha Paryanta, Mantra, Banshanucharita.

  • af Jagannath Prasad Das
    192,95 kr.

    Indradhanu O Anynya Galpa is a collection of six short stories by eminent Odia poet, playwright, essayist and fiction writer Jagannath Prasad Das. Stories are Akhi, Indradhanu, Kabitara Dirgha Jibana, Shriyabhilasha, Manishapana and Papa Punya.

  • af Bibhutibhushan Bandopadhyaya
    227,95 kr.

    ¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ '¿¿¿¿¿¿' ¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿ ¿¿ ¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿¿ '¿¿¿¿¿¿' ¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿¿¿¿ ¿ ¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿¿¿ ¿ ¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿ ¿¿¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿ ¿¿¿¿¿¿¿¿ ¿¿¿ ¿ ¿¿¿¿¿ ¿¿ ¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿¿¿¿¿ ¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿¿¿ ¿¿¿¿¿¿¿¿¿¿ ¿¿¿ ¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿ ¿¿¿¿¿¿ ¿¿¿¿ ¿¿¿¿¿¿¿¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿, ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿'¿¿¿¿ ¿ ¿¿¿¿ ¿¿ ¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ '¿¿¿¿¿¿' ¿ ¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿ ¿¿¿¿¿¿¿ ¿¿ ¿¿¿¿ ¿¿¿¿¿¿ ¿ ¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿ ¿ ¿¿¿¿¿¿¿¿¿, ¿¿¿¿¿¿¿¿¿¿¿¿¿, ¿¿¿¿¿¿¿¿¿, ¿¿¿¿¿¿¿¿ ¿ ¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿ ---¿¿¿¿¿¿¿¿ ¿¿¿¿¿ ¿¿¿¿¿

  • af Pratibha Satpathy
    192,95 kr.

    ¿¿¿¿¿¿¿ ¿¿¿¿¿¿ ¿'¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿? ¿¿¿¿¿¿ ¿¿¿¿¿¿ ¿ ¿¿¿¿ ¿'¿ ¿¿¿¿¿¿ ¿¿¿¿¿¿? ¿¿¿¿¿¿¿ ¿¿¿¿ ¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿, ¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿ ¿¿¿¿¿¿ ¿¿¿¿¿¿¿¿ ¿¿ ¿¿¿¿¿; ¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿ ¿¿¿¿ ¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿¿¿¿¿ ¿¿ ¿¿¿ ¿¿¿¿¿¿¿ ¿¿¿¿¿¿, ¿¿¿¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿ ¿¿¿¿¿¿¿¿ ¿¿¿¿¿ ¿¿¿¿ ¿ ¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿ ¿¿¿¿¿¿¿¿, ¿¿¿¿¿¿ ¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿, ¿¿¿¿¿¿¿ ¿¿¿¿¿ ¿¿¿¿¿ ¿ ¿¿¿¿ ¿¿¿¿¿¿ ¿¿¿ ¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿ ¿¿¿¿¿ ¿ ¿¿¿¿¿¿¿ ¿¿¿¿¿¿¿¿¿¿¿¿, ¿¿¿¿¿¿ ¿¿¿¿¿¿¿¿¿¿ - ¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿ ¿¿ ¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿¿¿ ¿ ¿¿¿¿ ¿¿¿¿¿ ¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿ ¿ ¿¿¿¿ ¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿, ¿¿¿¿¿ ¿¿ ¿ ¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿ ¿¿¿¿¿, ¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿ ¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿¿¿¿ ¿ ¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿¿¿ ¿¿¿ ¿¿¿¿¿ ¿ ¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿ ¿ ¿¿¿¿¿¿¿¿¿ ¿¿¿¿¿ '¿¿¿¿', '¿¿¿¿¿¿¿¿¿' ¿ '¿¿¿ ¿¿¿ ¿¿¿¿¿¿¿' ¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿ ¿

  • af Debilal Mishra
    197,95 kr.

    While poetry for centuries nurtures a rich tradition in communicating innumerable ideas and messages, the poetic approach to understanding communication finds infrequent if not outright rare attention. Dr. Debilal Mishra has come in to fill the gap. The book integrates as much as sixty two core dimensions of communication, expressed poetically. It is a potpourri that the readers are bound to relish. What is also notable is the way he has converted these themes into much nuanced form. In a paradoxical world in which hyper-connectivity also breeds isolation in more ways than one, such thematic articulations are expected to help the readers to comprehend and negotiate the myriad modes of communication and their subtler aspects. The book is expected to provide its readers a novel experience.

  • af Bijay Kumar Satapathy
    197,95 kr.

    The Soul of Kansa is of two Acts. Act I highlights the Indian myth, as prescribed in the Mahabharat, of the conflict of vice and virtue. The protagonist, Kansa, stands for evil. This protagonist was of the Dwapar Yuga (Three thousand years earlier was in this Indian peninsula). A tyrannical ruler Kansa oppressed the ordinary people greatly. Kansa is not with us physically; his soul is very much alive in the society. The character Andhak represents the soul of Kansa.The second play, Kokua, revolves around Dhamaguda, a tribal village. Kokua is an imaginary, frightful, and mysterious character of the Mahabharata, one of the great epics of India. The Mahabharata of India has many regional versions in different languages. The Kokua anecdote is well described in Sarala Das's Odia Mahabharata. Kokua comes down, when the degree of doubt, disbelief, terror, murder, and anarchy overpowers the world. Because of the industrial growth and development, the tribes lose their land, rivers, brooks, forests, and simple lifestyles. Their mind gets polluted. The tribes are deprived of their natural rights. The issues of these locals are very beautifully reproduced. Shyamananda is the owner of the Ashram wherein Atanu was a disciple and later becomes the Police Inspector. At the same time, Ajay Marandi was also a disciple and later becomes a Naxal leader or Area Commander. Shyamananda's erstwhile belief was that he would guide rightly the students of this village to follow the path of non-violence. His dream is shattered in due course of time. Shibu (Also known as Sadashiba Rao) is a character supporting the Maoist movement.

  • af Fakir Mohan Senapati
    227,95 kr.

    ¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿-¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿ ¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿ ¿¿¿¿¿¿¿ ¿¿¿¿¿¿¿ ¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿ ¿¿¿¿ ¿¿¿¿¿¿¿ ¿¿¿¿ ¿¿¿ ¿¿¿¿¿¿¿¿, ¿¿'¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿ '¿'¿¿¿ ¿¿¿¿¿¿¿' ¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿ ¿¿¿ ¿¿¿¿¿; ¿¿¿¿¿ ¿¿'¿ ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿ ¿¿¿¿¿ ¿ ¿¿¿¿ ¿¿¿ ¿¿¿¿¿¿¿¿¿ ¿'¿¿¿ ¿¿¿¿¿¿¿, ¿¿¿¿¿¿¿ ¿¿¿¿¿¿ ¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿ ¿¿, ¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿ ¿ ¿¿¿¿ ¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿ ¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿, ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿

  • af Adwaita Prasad Mohanty
    377,95 kr.

    ¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿ ¿¿ ¿¿¿¿¿¿ ¿¿¿, ¿¿¿ ¿¿¿¿¿¿¿, ¿¿¿ ¿¿¿¿¿¿¿¿¿¿ ¿ ¿¿¿¿¿ ¿¿¿¿¿¿¿¿¿ ¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ '¿¿¿¿'¿¿ ¿¿¿¿¿¿ ¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿ (¿¿¿¿) ¿ ¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ (¿¿¿¿) ¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿ ¿¿¿¿¿¿¿¿ ¿¿¿¿¿¿¿¿ (¿¿¿¿) ¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿ ¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿ (¿) ¿¿¿ ¿¿¿¿¿¿ ¿¿¿¿¿¿ (¿) ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿ (¿) ¿¿¿¿¿¿¿ ¿¿¿¿¿¿ ¿¿¿¿¿¿ (¿) ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿ (¿) ¿¿¿¿¿¿¿ ¿ ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿ ¿¿¿¿¿ (¿¿¿¿¿ ¿¿¿¿¿¿ ¿¿, ¿¿¿¿, ¿¿¿¿¿¿¿¿, ¿¿¿¿¿¿¿, ¿¿¿¿¿¿¿) ¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿¿; ¿¿¿¿¿ ¿¿ ¿¿¿¿¿¿¿ (¿¿¿¿¿ ¿¿¿¿¿¿ ¿'¿ ¿¿¿ ¿¿¿¿¿¿¿¿¿ ¿¿¿¿¿? ¿¿¿¿¿¿¿ ¿¿¿¿¿¿¿) - "¿¿¿¿¿¿¿ ¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿¿¿ ¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿¿¿ ¿¿¿ ¿¿¿¿¿¿ ¿¿¿ ¿¿¿¿¿¿ ¿¿¿¿¿ ¿"¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿¿¿¿ ¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿- ¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿¿¿, ¿¿¿ ¿¿¿¿¿¿¿¿¿¿, ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿

  • af Jagannath Prasad Das
    192,95 kr.

    Sakhyatakara is a collection of nine short stories by eminent Odia poet, playwright, essayist and fiction writer Jagannath Prasad Das. Stories are Sakyatakara, Jaruri Paristhiti, Lokasansktuti, Samrajya, Sahodara, Ichhapurana, Samasya, Pratidwandi, Dayitwa.

  • af Amrit Ruturaj
    192,95 kr.

    ¿¿¿¿¿¿¿¿¿¿ ¿¿ ¿¿ ¿¿¿¿¿¿¿¿¿¿ ¿¿¿ ¿¿¿¿¿ ¿¿¿¿ ¿¿¿¿¿¿ ¿¿ ¿¿ ¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿, ¿¿¿ ¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿ ¿ ¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿¿¿ ¿¿¿ ¿¿¿¿¿ ¿¿¿ ¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿ ¿¿' ¿¿¿ ¿¿ ¿¿¿¿¿ ¿¿¿¿, ¿¿¿¿¿¿¿¿¿ ¿¿¿ ¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿ ¿ ¿¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿ ¿¿¿ ¿¿¿ ¿'¿ ¿¿¿? ¿ ¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿ ¿¿¿¿ ¿¿¿¿ ¿ ¿¿¿¿¿¿ ¿¿¿¿¿¿¿ ¿¿¿ ¿¿¿¿ ¿¿' ¿¿¿¿ ¿'¿ ¿¿¿¿¿¿¿¿ ¿¿¿¿¿ ¿¿¿ ¿¿¿¿ ¿¿¿¿ ? ¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿ ¿¿ ¿ ¿¿¿¿¿¿¿¿¿ ¿¿¿ ¿¿ ¿ ¿¿ ¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿ ¿¿ ¿¿¿-¿¿¿, ¿¿¿¿¿-¿¿¿¿¿¿¿, ¿¿¿¿¿¿¿¿-¿¿¿¿¿¿¿¿, ¿¿¿¿¿-¿¿¿¿, ¿¿¿¿¿-¿¿¿¿¿, ¿¿¿¿¿¿-¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿ ¿¿¿ ¿¿¿¿¿¿¿¿¿ ¿ ¿¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿¿¿¿ ¿ ¿¿¿¿, ¿¿¿¿¿¿ ¿¿¿¿¿ ¿'¿ ¿¿¿¿¿ ¿¿ ¿¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿ ¿¿¿ ¿¿¿¿¿¿¿? ¿¿¿¿¿¿ ¿¿¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿ ¿ ¿¿¿¿ ¿¿¿¿¿¿, ¿¿ ¿¿¿¿¿¿¿¿¿¿ ¿¿¿¿¿¿ ¿ ¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿, ¿¿¿¿¿¿ ¿¿¿¿¿ ¿¿ ¿¿ ¿¿¿¿¿ ¿¿ ¿¿¿¿ ¿¿¿¿ ¿¿¿¿ ¿¿ ¿¿¿ ¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿ ¿ ¿¿¿ ¿¿¿ ¿¿ ¿¿¿¿¿ ¿¿ ¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿, ¿¿¿¿¿¿, ¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿ ¿¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿ ¿ ¿¿¿¿¿¿ ¿ ¿¿¿¿¿¿ ¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿, ¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿¿ ¿¿ ¿¿¿¿¿ ¿ ¿¿¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿ , ¿¿¿¿¿¿ ¿ ¿¿¿¿¿; ¿¿¿¿¿¿¿ ¿¿¿¿¿ ¿¿¿¿¿ ¿ --¿¿¿¿¿¿¿¿

Gør som tusindvis af andre bogelskere

Tilmeld dig nyhedsbrevet og få gode tilbud og inspiration til din næste læsning.